Advertisment

ଦଳ ଧୋକା ଦେଇଛି

ତିନିଥର କହିଛନ୍ତି ତମେ ହବ...ନାଁ ଘୋଷଣା ବେଳକୁ ଆଉ କାହାର । ଦଳର ନିଷ୍ପତ୍ତି ବୋଧେ ଆଉ କିଏ ନେଉଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ, ଏତେ ବର୍ଷ ଦଳରେ ରହି କାମ କରି ମଧ୍ୟ ଦଳର ସଭାପତିଙ୍କୁ ଦେଖା କରିପାରୁନି ଅତି ଦୁଃଖର କଥା। ଛାତ୍ର ବିଜେଡ଼ି ପୂର୍ବତନ ମହାସଚିବ ହରିଶଙ୍କର ରାଉତଙ୍କ ବିସ୍ପୋରକ ବୟାନ ।

author-image
Tapan Kumar Swain