Advertisment

ସୋଫିଆ ସୁବାସ ମୁହାଁମୁହିଁ

ସୋଫିଆ-ସୁବାସ ମୁହାଁମୁହିଁ। ସିଏମସି ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋସଙ୍କ ବୈଠକକୁ ନେଇ ଖପ୍ପା ହେଲେ ସିଏମସି ମେୟର ସୁବାସ ସିଂ।

author-image
Tapan Kumar Swain