6 Months Of Mohan Government
Advertisment
ଜୁନ୍ ୧୨, ଅପ୍ରତ୍ୟାଶିତ ବିଜୟ ସହ ରାଜ୍ୟରେ ଏକାକୀ ସରକାର ଗଠନ କଲା ବିଜେପି। ଆଜି ଡିସେମ୍ବର ୧୨। ମୋହନ ସରକାରଙ୍କୁ ପୂରିଛି ୬ ମାସ। କମ୍ ଦିନରେ ଅନେକ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। ହେଲେ ଏବେ ବି ଚିଟ୍ଫଣ୍ତ ଟଙ୍କା ଫେରସ୍ତ, ଭତ୍ତା ବୃଦ୍ଧି ଭଳି ପ୍ରତିଶ୍ରୁତି, ପ୍ରତିଶ୍ରୁତି ହୋଇ ରହିଛି। ସବୁଠୁ ବଡ଼ କଥା ହେଲା ବିଗତ ୬ମାସରେ କିନ୍ତୁ ନବୀନ ସରକାର ଅମଳରେ ହୋଇଥିବା ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଉଠିଛି ପ୍ରଶ୍ନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us