‘ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମ୍ବଲପୁରରେ ହିଂସାକାଣ୍ଡ ପ୍ରି ପ୍ଲାନ୍ଡ଼ ଥିଲା’ । ଏସ୍ପିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଚର୍ଚ୍ଚା ଜୋର ଧରିଛି । ତାହେଲେ ପୋଲିସର ବିଫଳତା ପାଇଁ ସମ୍ବଲପୁରରେ ଘଟିଗଲା କି ଏତେବଡ଼ ହିଂସାକାଣ୍ଡ ? ଏଭଳି ପ୍ରଶ୍ନ ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।
Published: Satyendu Shekher Mishra
Last updated: 17 April 2023, 09:36 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।