Advertisment

ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

author-image
Satyendu Shekher Mishra

ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି । ବିତର୍କ କମ୍, ବଢିଲାଣି ଗୋଳିଆପାଣିରୁ ଫାଇଦା ନେବାର ପ୍ରତିଯୋଗିତା। କ୍ୟାମ୍ପସରେ ଗଣ୍ଡଗୋଳ, ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ । ସେପଟେ ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Advertisment
Advertisment
Advertisment