Advertisment

Political Tension: ଯାଜପୁରରେ ରାଜନୀତି ଉଚ୍ଛନ, ଛାରଖାର ବିଜେଡି ନେତା

ଯାଜପୁରେ ଚାଲିଛି କ’ଣ ? ବିଜେଡି-ବିଜେପି ଲଢ଼େଇ ? ନା ବିଜେଡି-ବିଜେଡି ବାଡ଼ିଆପିଟା ? କିଏ କହୁଛି ସତ ? ଜିଲ୍ଲାରେ ଆଇନ୍‌  ଶୃଙ୍ଖଳାକୁ ନେଇ ପୋଲିସ ଉପରେ ପ୍ରଶ୍ନ ?

author-image
Namita Biswal
ଅଦ୍ୟତନ ହୋଇଛି

ଯାଜପୁରେ ଚାଲିଛି କ’ଣ ? ବିଜେଡି-ବିଜେପି ଲଢ଼େଇ ? ନା ବିଜେଡି-ବିଜେଡି ବାଡ଼ିଆପିଟା ? କିଏ କହୁଛି ସତ ? ଜିଲ୍ଲାରେ ଆଇନ୍‌  ଶୃଙ୍ଖଳାକୁ ନେଇ ପୋଲିସ ଉପରେ ପ୍ରଶ୍ନ ? ପୂର୍ବରୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ହେଉ କି ଏବେ ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଉପରେ ଆକ୍ରମଣ । ଦୁଇଟି ଯାକ ଘଟଣାକୁ ଦେଖିବାକୁ ଗଲେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଗଣ୍ଡଗୋଳକୁ ଦେଖିଲେ ଉଭୟ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଆଉ ଏବେର ଆକ୍ରମଣ ଘଟଣାରେ ବିଜେପି କହିଛି, ପ୍ରଣବ ନିଜ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ଶୁଣନ୍ତୁ ସେହି ସମୟରେ ପ୍ରଣବଙ୍କ ଅଭିଯୋଗ ଆଉ ଏବେ ଆରୂହା ମଣ୍ଡଳ ସଭାପତି କ’ଣ କହୁଛନ୍ତି । 

Advertisment
BJD BJP Jajpur Police Odisha Politics
Advertisment
Advertisment