ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର। ହେଲେ ସବୁଠୁ ଅଧିକ ଆହ୍ୱାନ ରହିଛି ଶାସକ ବିଜେଡି ପାଇଁ।
Published By: Manoranjan Behera
Last updated: 01 January 2024, 09:49 PM IST
ଆବର୍ଷ, ନୂଆ ଆଶା, ବଡ଼ଦାଣ୍ଡରେ ନୂଆ ଅନୁଭବ...ଜୟ ଜଗନ୍ନାଥ ଧ୍ୱନି ଭିତରେ ବିଶ୍ୱନିୟନ୍ତାଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବାକୁ ଜଗାଦୁଆରେ ଭିଡ଼ ଲାଗିଥିଲା। ଭକ୍ତଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଆଜିଠୁ ପ୍ରଥମ କରି ଆରମ୍ଭ ହୋଇଥିଲା ଏସି ସେଡର ବ୍ୟବସ୍ଥା।