bjd
Advertisment
ୱକଫ୍ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି। ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। ବିଧାୟକ ଅରୁଣ ସାହୁ ବି କହିଛନ୍ତି, ରାସ୍ତାରେ ଯିବାବେଳେ ଅନେକ ଛୋଟ ବଡ଼ ଭୁଲ୍ ହୁଏ। ଏଣେ ପୂର୍ବତନ ବିଜେଡି ସାଂସଦ ତଥା ଏବେକାର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ, ନବୀନ ଓ ପାଣ୍ଡିଆନଙ୍କୁ ଶବ୍ଦବାଣରେ ଘାଇଲା କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us