BJD
ପାଣ୍ଡିଆନ୍ କରୁଥିଲେ ପ୍ରଶଂସା । ନବୀନ କରୁଛନ୍ତି ଚରିତ୍ର ଚିତ୍ରଣ । ପାଣ୍ଡିଆନ୍ କହୁଥିଲେ ପ୍ରଭାତଙ୍କୁ କେବେ ଭୁଲିପାରିବିନି । ନବୀନ କହୁଛନ୍ତି । ପ୍ରଭାତ ଗିରଫ ହୋଇଛନ୍ତି, ଚିଟଫଣ୍ଡ କେସ୍ ରେ ଜେଲ୍ ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଭାତଙ୍କୁ ନେଇ ବିଜେଡି ସଭାପତିଙ୍କ ଏବେର ଏହି ବାଇଟ୍ ଓ ସେତେବେଳର ପାଣ୍ଡିଆନ୍ଙ୍କ ପଚାର ସମୟର ଏ ଭିଡିଓ ଖୁବ୍ ଭାଇରାଲ ହେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)