• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ରାତିର ନିସ୍ତବ୍ଧ ପ୍ରହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତ ଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି। କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି ।

hit and run Bhubaneswar footpath