By: Manoranjan Sial
Last updated: 30 January 2025, 10:01 PM IST
ବ୍ରୁଆରୀ ୧୫କୁ ବଢ଼ିଲା ରାସନ କାର୍ଡ ପାଇଁ e-KYC ଅପଡେଟ୍ ସମୟସୀମା। ଜାନୁଆରୀ ୩୧ ବଦଳରେ ପୁଣି ଥରେ ଡେଡଲାଇନକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆହୁରି ୪୧ ଲକ୍ଷ ହିତାଧିକାରୀ e-KYC କରିନଥିବାରୁ ବିଭାଗୀୟ ମନ୍ତ୍ରୀ ପୁଣି ଏହି ଅବଧି ବଢାଇଛନ୍ତି।