Advertisment

କନକଙ୍କ ରଣହୁଙ୍କାର

ଶୁଣିଲେ ତ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଚେତାବନୀ । ଆମ ଉପରେ ଛତିଶଗଡ ଧାନ କିଣିବା ପାଇଁ ଚାପ ପକାଯାଉଛି ବୋଲି ଖୁଲମଖୁଲା କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

author-image
Tapaswini Nayak

ଶୁଣିଲେ ତ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଚେତାବନୀ । ଆମ ଉପରେ ଛତିଶଗଡ ଧାନ କିଣିବା ପାଇଁ ଚାପ ପକାଯାଉଛି ବୋଲି ଖୁଲମଖୁଲା କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ବାସ୍, ଏବେ ଦେଖନ୍ତୁ ସୋନପୁର ଜିଲ୍ଳାର ବାସ୍ତବତା । ରାତି ଉଜାଗର ହୋଇ ଲୋକେ ଧରିଛନ୍ତି ଛତିଶଗଡର ଧାନବୋଝେଇ ଟ୍ରକ । ଡ୍ରାଇଭରକୁ ଘେରିଛନ୍ତି ।

Advertisment
Chhattisgarh
Advertisment
Advertisment