Amit Shah
Advertisment
ସୋରଡ଼ାରୁ ବି ଶାହଙ୍କ ହୁଙ୍କାର । ମଞ୍ଚକୁ ଆସୁ ଆସୁ ସିଧା ନବୀନ ଓ ବାବୁ ରାଜ୍କୁ ନିଶାନା । ନିର୍ବାଚନୀ ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢୋକ୍ତି କରିଛନ୍ତି- ଜୁନ୍ ୧ରେ ଓଡ଼ିଶାରୁ ନବୀନ ସରକାର ଯାଉଛି ଓ ପଦ୍ମ ଆସୁଛି । ତାସହ କହିଥିଲେ-ନବୀନ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଏଠିକା ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ। ଶାଗମାଛ ଦରରେ ଧାନ ବିକୁଥିବାରୁ ଚାଷୀଙ୍କ ଆୟ ବଢୁନି। ତେଣୁ ବିଜେପି ସରକାର ଆସିଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି ୩୧ଶହ ଟଙ୍କାରେ ଧାନ କିଣାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us