Advertisment

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ

ବିଶେଷ କରି ମାଓ ଅଧ୍ୟୁଷିତ ଅଞ୍ଚଳ ଓ 18 ଛୁଇଁବା ପରେ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କ ଭିତରେ ତ ଦେଖିବା ଭଳି ଥିଲା ଉତ୍ସାହ।

Advertisment

ଭୋଟ୍ ପାଇଁ ଜୋଶ୍...ବୟସ ଯାହା ବି ହେଉ...ଶରୀର ସାଥ୍ ଦେଉ କି ନଦେଉ...ନେତା ହୁଅନ୍ତୁ କି ଜନତା...ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଥିଲେ... ଆଙ୍ଗୁଳିରେ କାଳି ବୋଳି ଭୋଟ୍ ଦେଉଥିଲେ...କେହି କେହି ବୁଥ ବାହାରେ ଥିବା ସେଲ୍ଫି ପଏଣ୍ଟରେ ସେଲ୍ଫି ନେଇ ଗର୍ବରେ ଫାଟି ପଡୁଥିଲେ।

Advertisment

ପ୍ରଥମ ପର୍ଯ୍ୟାୟ ଭଳି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଆଜି ଦେଖିବାକୁ ମିଳିଥିଲା ଏମିତି ଉତ୍ସାହପ୍ରଦ ଦୃଶ୍ୟ। ଆସ୍କାଠୁ ନେଇ ବରଗଡ଼, ସୁନ୍ଦରଗଡ଼ଠୁ ନେଇ ବଲାଙ୍ଗିର, କନ୍ଧମାଳ ପରି 5 ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ 35 ବିଧାନସଭା କ୍ଷେତ୍ରରେ ଥିବା ବୁଥ୍ ଗୁଡ଼ିକରେ ଲମ୍ବା ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ନିଜ ମନପସନ୍ଦର ପ୍ରତନିଧି ବାଛୁଥିଲେ ଜନତା। ବିଶେଷ କରି ମାଓ ଅଧ୍ୟୁଷିତ ଅଞ୍ଚଳ ଓ 18 ଛୁଇଁବା ପରେ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କ ଭିତରେ ତ ଦେଖିବା ଭଳି ଥିଲା ଉତ୍ସାହ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ