BJD Politics
ଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ । ଏକାଠି ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ସହ ପରିବର୍ତ୍ତନ ନକଲେ ସାମୂହିକ ଇସ୍ତଫା ଚେତାବନୀ ବି ଦେଇଛନ୍ତି ।
ଟିକେଟ କଟିଥିବା ଆଉ ଦୁଇ ନେତା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଆଉ କୁଚିଣ୍ଡାର କିଶୋର ନାୟକଙ୍କ ଶିବିରରେ ସମାନ ଅସନ୍ତୋଷ । ଅନ୍ୟ ପଟେ ଏଯାଏଁ ବି କିଛି ଆସନରେ ଟିକେଟ ଘୋଷଣା ହେଉନଥିବାରୁ ତାତିଲେଣି ଦାବିଦାର ନେତାଙ୍କ କର୍ମୀ । ଟିକେଟ୍ କାଟିଲ, ଏବେ ସମ୍ଭାଳ। ତାତିଲେଣି କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us