Odisha Politics
Advertisment
ଣି ଦାଣ୍ଡରୁ ପଡ଼ି ହାଟରେ ଗଡ଼ିଲା ବଲାଙ୍ଗିର ରାଜାଘର କଳି । ବିଜେଡି ହେଭିୱେଟ୍ A.U. ସିଂଦେଓଙ୍କ ସାନବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ପୁଣି ଥରେ ଶ୍ୱଶୂର ଘର ନିର୍ଯାତନା ପ୍ରସଙ୍ଗରେ ବର୍ଷିବା ସହ, ଏକଥା ଜାଣିବା ସତ୍ତ୍ୱେ କଳିକେଶଙ୍କୁ କିପରି ଟିକେଟ୍ ଦିଆଗଲା ବୋଲି, ବିଜେଡି ସୁପ୍ରିମୋ ନବୀନଙ୍କୁ କ୍ଷୋଭର ସହ ପଚାରିଛନ୍ତି ।
Advertisment
ପତ୍ନୀଙ୍କ ପ୍ରେସମିଟକୁ ନେଇ, ଅର୍କେଶ ସିଧାସଳଖ ନରସିଂହଙ୍କ ଇସାରାରେ ଏଭଳି ହେଉଥିବା କହିବା ପରେ, ବଲାଙ୍ଗିରର ପଲିଟିକାଲ୍ ପାରା ଅଚାନକ ବଢ଼ିଯାଇଛି । କାହାର ସ୍କ୍ରିପ୍ଟ, କିଏ ଡାଇରେକ୍ଟର, କିଏ ଆକ୍ଟର ? ରାଜାଘର କଳିକୁ ନେଇ ବଲାଙ୍ଗିରରେ ସରଗରମ ରାଜନୀତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us