Narendra Modi
Advertisment
ଜଗା ଆଶୀର୍ବାଦ ନେଇ ପୁରୀରେ ବିଶାଳ ରୋଡ୍ ସୋ କଲେ । ଅନୁଗୁଳରେ DMF ଦୁର୍ନୀତି କଥା ଉଠାଇ ଧୁମ୍ ଧୋଇଲେ । ଆଉ କଟକରେ ପ୍ରଚଣ୍ଡ ପ୍ରହାର କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି ଜନସଭା ମଞ୍ଚରୁ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କରିଛନ୍ତି ନିଶାନା। କଟକରେ କହିଥିଲେ- ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ଓ ଖଣି ମାଫିଆ ଦେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us