Advertisment

ଆଉ ଆଗ ଭଳି ନାହିଁ କି ନବୀନଙ୍କ କ୍ରେଜ୍

ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା ।

Advertisment

ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଛିଡ଼ା ହେବାକୁ ଯାଗା ନାହିଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଏମିତିକା ସ୍ଥିତି । ଗଲା କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ କରିଛନ୍ତି ତିନି-ତିନିଟି ରୋଡ୍ ସୋ । ହେଲେ ନବୀନଙ୍କ ରୋଡ୍ ସୋ’ର ଏହି ଚିତ୍ର ଦେଖିଲେ, ସ୍ପଷ୍ଟ ବାରି ହେଉଛି, ଯେ ନବୀନଙ୍କୁ ଦେଖିବାକୁ ସତେ ଯେମିତି ଲୋକଙ୍କ ଭିତରେ ଆଗଭଳି ଆଉ ଆଗ୍ରହ ନାହିଁ ।

Advertisment
Narendra Modi Naveen Patnaik General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ