Advertisment

ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ରାଜନୀତିରେ ସକ୍ରିୟ ଏକାଧିକ ରାଜ ପରିବାର

ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।

Advertisment

ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ରାଜନୀତିରେ ସକ୍ରିୟ ଏକାଧିକ ରାଜ ପରିବାର। ଖଲିକୋଟ, ଚିକିଟି, ଦିଗପହଣ୍ଡି ଓ ଧରାକୋଟ ଭଳି ଅନେକ ରାଜ ପରିବାର ନିର୍ବାଚନରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ। ଏଥର ନିର୍ବାଚନ ମୈଦାନରେ ୫୦ ଦଶକରୁ ରାଜନୀତିରେ ସକ୍ରିୟ ଥିବା ଚିକିଟି ରାଜ ପରିବାରର ସଦସ୍ୟ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ। ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ