Jagatsinghpur BJD
Advertisment
ବିଜେଡି ପାଇଁ ଜଗତସିଂହପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଏବେ ଚରମ ସୀମାରେ। କେହି କାହାରିକୁ ଛାଡିବାକୁ ନାରାଜ। ଜଗତସିଂହପୁର, ତିର୍ତ୍ତୋଲ, ପାରାଦ୍ୱୀପ ଓ ବାଲିକୁଦା-ଏରସମାରେ ମାଳ ମାଳ ଆଶାୟୀ। ଏପରି ସ୍ଥିତିରେ କଂଗ୍ରେସର ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ସାମିଲ ହେବା ପରେ ରୋଚକ ମୋଡରେ ଜିଲ୍ଲା ରାଜନୀତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us