Odisha Politics Exit poll
Advertisment
ଜୁନ୍ ୪ ଫାଇନାଲ ରେଜଲ୍ଟ ପୂର୍ବରୁ ହୃଦସ୍ପନ୍ଦନ ବଢ଼ାଇଲା ଏକ୍ଜିଟ୍ ପୋଲ୍ ସର୍ଭେ ଫଳାଫଳ। ଅଧିକାଂଶ ସଂସ୍ଥାର ସର୍ଭେ କହୁଛି, ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ବୃହତ ସଫଳତା, ଆଉ ଜୋରଦାର ଝଟ୍କା ଖାଇବ ବିଜେଡି । ଇଣ୍ଡିଆ ଟୁଡେ ଆକ୍ସିସ ଏକଜିଟ୍ ପୋଲ୍ ଅନୁସାରେ, ଓଡ଼ିଶାର ୨୧ ଲୋକସଭା ସିଟ୍ ମଧ୍ୟରୁ ଜବରଦସ୍ତ ପ୍ରଦର୍ଶନ ସହ ବିଜେପି ୧୮ରୁ ୨୦ ସିଟ୍ ହାସଲ କରିବାକୁ ଥିବା ବେଳେ ବେଳେ ବିଜେଡି ୦ରୁ ୨ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ହାସଲ କରିପାରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us