Voter
Advertisment
ଆସନ୍ତା ୨୦ରେ ଭୋଟ୍। କିନ୍ତୁ କିଛି ଲୋକ ଭୋଟ୍ ଦେବେ କି ନାହିଁ, ତାକୁ ନେଇ ସନ୍ଦେହ। ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ୨୦ ପୂର୍ବରୁ ଭିଟାମାଟିରେ ପହଞ୍ଚିବାକୁ ମନ ବ୍ୟାକୁଳ। କିନ୍ତୁ ଇଟାଭାଟି ମାଲିକ ଛାଡ଼ିବାକୁ ନାରାଜ୍। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହାଇଦ୍ରାବାଦର ନାରଖୁଡ଼ା ଅଞ୍ଚଳର ଏକ ଭିଡିଓରୁ ଏଭଳି ଆଶଙ୍କା କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us