Advertisment

ବଡ଼ଦାଣ୍ଡରେ ରଥଯାତ୍ରାର ଭ୍ରମ... ଗ୍ରାଣ୍ଡ୍ ରୋଡରେ ମୋଦିଙ୍କ ଗ୍ରାଣ୍ଡ୍ ସୋ'

ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହିତ ଭୋଟ୍ ମାଗିଥିଲେ ଏହି ଟପ୍ ବିଜେପି ହେଭିୱେଟ୍। ଜନତାଙ୍କ ଜୋଶ୍ ବି ପ୍ରତିଫଳିତ ହୋଇଥିଲା ମୋଦିଙ୍କ ମୁହଁରେ।

Advertisment

ବଡ଼ଦାଣ୍ଡରେ ରଥଯାତ୍ରାର ଭ୍ରମ... ଗ୍ରାଣ୍ଡ୍ ରୋଡରେ ମୋଦିଙ୍କ ଗ୍ରାଣ୍ଡ୍ ସୋ'... ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇଁ, ଜନସମୁଦ୍ର ପାଲଟିଲା ସିଂହଦ୍ୱାରରୁ ମେଡିକାଲ୍ ଛକ । ଉଛୁଳା ଉତ୍ସାହ । ବଡ଼ଦାଣ୍ଡ ଦୁଇକଡ଼େ ଲୋକାରଣ୍ୟ ସ୍ଥିତି। 

Advertisment

ସକାଳ ପ୍ରାୟ ୮ଟା। ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହିତ ଭୋଟ୍ ମାଗିଥିଲେ ଏହି ଟପ୍ ବିଜେପି ହେଭିୱେଟ୍। ଜନତାଙ୍କ ଜୋଶ୍ ବି ପ୍ରତିଫଳିତ ହୋଇଥିଲା ମୋଦିଙ୍କ ମୁହଁରେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ