Advertisment

ବିଜେପିର ଲୋକସଭା ସିଟ୍ ତାଲିକାରେ ବଡ଼ ଚେହେରା

୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।

Advertisment

ବିଜେପିର ଲୋକସଭା ସିଟ୍ ତାଲିକାରେ ବଡ଼ ଚେହେରା। ହାଇଭୋଲଟେଜ୍ ଫାଇଟ୍ ପାଇଁ ତୟାର ଯୋଦ୍ଧା। ୨୧ରୁ ୧୮ଟି ସିଟ୍ ପାଇଁ ଘୋଷଣା ହୋଇଥିବା ତାଲିକାରେ ଅଛନ୍ତି ବହୁ ହେଭିୱେଟ୍ ନେତା। ସବୁଠୁ ଅଧିକ ହାଇଭୋଲଟେଜ ଫାଇଟ ହେବ କେନ୍ଦ୍ରାପଡ଼ା, ସମ୍ବଲପୁର, ଭୁବନେଶ୍ବର, ପୁରୀ ଓ ବ୍ରହ୍ମପୁରରେ। କେନ୍ଦ୍ରାପଡ଼ାରୁ ରିପିଟ୍ ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଏହି ଆସନରୁ ଦୁଇ-ଦୁଇ ଥର ସାଂସଦ ରହିସାରିଥିବା ବୈଜୟନ୍ତ ପଣ୍ଡା।

Advertisment
BJP Lok Sabha Election General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ