ULB Polls
Advertisment
ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।