Advertisment

କାହାକୁ ଆଇ ଲଭ୍ ୟୁ କହିଲେ ଓଡ଼ିଆ ବୋହୂ ?

କ।ହ। ପ୍ରେମରେ ଓଡ଼ିଆ ବୋହୂ ? ଯଦି ପିନ।କୀ ନୁହଁନ୍ତି, ତ।ହେଲେ ଆଉ କ।ହ।କୁ ଭଲ ପ।ଆନ୍ତି ମହୁଆ ମୋଇତ୍ର। ? କ।ହ।କୁ ସେ ଚିଠି ଲେଖୁଥିଲେ, ଦେଖ। କରିବ।କୁ ରିକ୍ୱେଷ୍ଟ କରିଥିଲେ... କିଏ ସେ ମହୁଆ ମୋଇତ୍ରଙ୍କ କ୍ରସ୍‌ ?ଯ।ହ।ଙ୍କୁ ଖୋଲ।ଖୋଲି I Love you କହିଲେ ମହୁଆ । ଆପଣ ନିଶ୍ଚୟ ଭ।ବୁଥିବେ ଯଦି ପିନ।କୀ ମିଶ୍ର ନୁହଁନ୍ତି ତ ଆଉ କିଏ ? କ।ରଣ ରିସେଣ୍ଟଲି ଦୁହିଁଙ୍କ ମ୍ୟ।ରେଜ ହୋଇଛି । ଜର୍ମାନୀର ବର୍ଲିନରେ ପଶ୍ଚିମବଙ୍ଗ ସାଂସଦ ମହୁଆଙ୍କୁ ସିକ୍ରେଟ ମ୍ୟ।ରେଜ କରିଥିଲେ ପୂର୍ବତନ ବିଜେଡି ସାଂସଦ ପିନ।କୀ ମିଶ୍ର । ଓଡ଼ିଶ।ର ବୋହୂ ହୋଇଥିଲେ ମହୁଆ ।

author-image
Tapan Kumar Swain

Pinaki Mishra Mahua Moitra
Advertisment
Advertisment