Advertisment

ଅମଲା ଆନ୍ଦୋଳନ ନେଇ ରାଗିଗଲେ ମନ୍ତ୍ରୀ, କହିଲେ ଅସ୍ତ୍ର ଛାଡ଼ିଲେ ସମ୍ଭାଳିବ

ଅମଲା ଆନ୍ଦୋଳନ ପଛରେ ବିଜେଡି ଥିବା ଦାୟୀ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ରାଜସ୍ୱ ବିଭାଗ ପାଖରେ ବଡ଼ ବଡ଼ ଅସ୍ତ୍ର ଅଛି। ଯଦି ସୋମବାର ସୁଦ୍ଧା ଅମଲାମାନେ ଆନ୍ଦୋଳନ ଛାଡ଼ି କାମ ନକରନ୍ତି, ତେବେ ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିବ। ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିଲେ ସମ୍ଭାଳି ପାରିବ ତ?

author-image
Debadatta Aryashrestha

ଅମଲା ଆନ୍ଦୋଳନ ପଛରେ ବିଜେଡି ଥିବା ଦାୟୀ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ରାଜସ୍ୱ ବିଭାଗ ପାଖରେ ବଡ଼ ବଡ଼ ଅସ୍ତ୍ର ଅଛି। ଯଦି ସୋମବାର ସୁଦ୍ଧା ଅମଲାମାନେ ଆନ୍ଦୋଳନ ଛାଡ଼ି କାମ ନକରନ୍ତି, ତେବେ ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିବ। ରାଜସ୍ୱ ବିଭାଗ ଅସ୍ତ୍ର ଛାଡ଼ିଲେ ସମ୍ଭାଳି ପାରିବ ତ?

Advertisment
BJD BJP Suresh Pujari Odisha Politics Revenue Department
Advertisment
Advertisment