Officers
ଶପଥ ନେଲେ ମୋହନ ସରକାର । ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ । ଚିନ୍ତାରେ ଗାଦି ମାଡି ବସିଥିବା ଆଇଏଏସ ବାବୁ । କିଏ ୭ ବର୍ଷ ତ କିଏ ୧୦ ବର୍ଷ ଧରି ଜାବୁଡ଼ି ବସିଛନ୍ତି ଗୋଟିଏ ଗୋଟିଏ ବିଭାଗ। ଏଇ ଯେମିତି ଆଇଏଏସ୍ ଜି ମାଥିଭାଥନନ୍ । ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)