Advertisment

ବିଜେଡିରେ ଯୋଗଦେଲେ ପ୍ରକାଶ଼ ବେହେରା

ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ନିକଟରେ ବିଜେପି ଛାଡିଥିଲେ ପ୍ରକାଶ। ସାଲେପୁର ପାଇଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀ।

author-image
Sujit kumar Swain

ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ନିକଟରେ ବିଜେପି ଛାଡିଥିଲେ ପ୍ରକାଶ। ସାଲେପୁର ପାଇଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀ ।

Advertisment
BJD
Advertisment
Advertisment