Advertisment

ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି !

ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।

Advertisment

ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି-ବିଜେଡି ଲଢେଇ । ପଦ ଓ ପତିଆରା ପାଇଁ ମୁହାମୁହିଁ ସ୍ଥିତିରେ ଦୁଇ ପୂର୍ବତନ ବିଧାୟକ । ପୁଣିଥରେ ରଣକ୍ଷେତ୍ର ପାଲଟିଲା ମହାନଗର ନିଗମ ବୈଠକ । ନିଜ ଦଳର ମେୟରଙ୍କୁ ଅପଦସ୍ତ କରି ପଦରୁ ହଟାଇବା ଉଦ୍ୟମରୁ ପଛେଇଲେନି ଖୋଦ୍ ବିଜେଡି କାଉନସିଲର । ସ୍ଥିତି ଏମିତି ଯେ ଗତକାଲିର ଅପ୍ରୀତିକର ପରିସ୍ଥିତି ପରେ ଆଜି ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି ମେୟରଙ୍କ ଗୋଷ୍ଠୀ, ଏପରିକି ଏସପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ମେୟର ଓ କିଛି କର୍ପୋରେଟର୍ ।

Advertisment
BJD Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ