Advertisment

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସାମ୍ବାଦିକ ସମ୍ମିଳନୀ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ସେ କହିଛନ୍ତି ଯେ ଯାଜପୁରର ୭, ପୁରୀର ୫, ଢେଙ୍କାନାଳର ୩ ବୁଥ୍‌ରେ ଭୋଟ୍ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ନିର୍ବାଚନ କମିଶନର କହି

author-image
Pallipuspa Samal
ଅଦ୍ୟତନ ହୋଇଛି

ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ସେ କହିଛନ୍ତି ଯେ ଯାଜପୁରର ୭, ପୁରୀର ୫, ଢେଙ୍କାନାଳର ୩ ବୁଥ୍‌ରେ ଭୋଟ୍ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ନିର୍ବାଚନ କମିଶନର କହିତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ।

Advertisment
Advertisment
Advertisment