Advertisment

ବିଜେଡିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ ! ବିପିନଙ୍କ ଖେଳ ଖତମ୍‌, ପୁରୀରେ ପାଟିତୁଣ୍ଡ

ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା ଭିତରେ ବିଜେଡ଼ିରୁ ଯେଭଳି ବହିଷ୍କାର କରାଗଲା, ତାକୁ ନେଇ ଏବେ ତୀବ୍ର ହୋଇଛି ବିବାଦ। ଅପରପକ୍ଷେ ପୁରୀରେ କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ହୋଇଥିଲେ ବିଜେଡ଼ିର ୨ ଗୋଷ୍ଠୀ । ଯେଉଁଠି ସୁପ୍ରିମୋ ନବୀନଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା ।

author-image
Sarbeswar

BJD BJD Infighting Odisha Politics
Advertisment
Advertisment