Dengue In Odisha
ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)