BJD- BJP
ହରତାଳ, ବିକ୍ଷୋଭ, ଧାରଣା, ଚକାଜାମ୍ । ପ୍ରାୟ ଦୁଇ ଘଣ୍ଟା ଧରି ଭୁବନେଶ୍ୱରର ପ୍ରମୁଖ ଛକ ଠପ୍ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପିର ହଲ୍ଲାବୋଲ । ଏଜି ଛକ, ଜୟଦେବ ବିହାର, ସାମନ୍ତରାପୁର, ପଳାଶୁଣି, ଖଣ୍ଡଗିରି ସବୁଠି ବିଜେପି ନେତା ଓ କର୍ମୀଙ୍କ ଜୋରଦାର ଆନ୍ଦୋଳନ । ଜୟଦେବ ଭବନଠାରୁ ଏକ ରାଲିରେ ଦଳୀୟ ନେତା ଓ କର୍ମୀ ଆସି ଏଜି ଛକରେ ପହଞ୍ଚିଥିଲେ । ଛକକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଦେଇଥିଲେ ଧାରଣା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)