Advertisment

ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର

ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।

author-image
Satyendu Shekher Mishra

ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର। ଅବିନାଶ କହିଲେ ପରାଜୟର ପାଞ୍ଚ କାରଣ। ଶୁଣିଲେ ସୁପ୍ରିମୋ। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ପରେ ଆଜି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସୁପ୍ରିମୋଙ୍କ ଆଗରେ କରିଛନ୍ତି ବିସ୍ଫୋରଣ । ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।

Advertisment
Advertisment
Advertisment