Advertisment

Pravat Tripathy Counters Naveen Patnaik : ଶଙ୍ଖଭବନରୁ ଖସୁଛି ପିଲାର୍‌ !

ବିଜେଡି କୋଠାରୁ ଖସୁଛି ଇଟା । ଖଣ୍ଡଖଣ୍ଡ ହୋଇ ଭାଙ୍ଗୁଛି ପିଲାର । ଛିଡ଼ା ହୋଇଛି ବିରାଟ ଶଙ୍ଖଭବନ । ହେଲେ ହାତ ଛାଡ଼ୁଛନ୍ତି ପୁରୁଖା ନେତା । ଦଳର ସାଂଗଠନିକ କାର୍ଯ୍ୟ ହେଉ କି ହେଉ ଅନ୍ୟ କୌଣସି ପ୍ରସଙ୍ଗ ଏବେ ଏକାଠି ନାହାନ୍ତି ଆଉ ବିଜେଡି ନେତା ।

author-image
Tapaswini Nayak

BJD
Advertisment
Advertisment