Advertisment

ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟାକୁ ନେଇ ସରଗରମ ଶଙ୍ଖ ରାଜନୀତି

ବିଜେଡିକୁ ନାକେଦମ୍ କଲେଣି ବିଧାୟକ ସୌମ୍ୟ ପଟ୍ଟନାୟକ। କଣ୍ଟା ଏମିତି ଲାଗିଛି ଯେ, ନା ଦଳ ଢୋକି ପାରୁଛି ନା ବାହାର କରି ପାରୁଛି। ଅନୁଭବଙ୍କ ପରେ କାଲି ଅରୁଣ ଓ ଆଜି ନିଜ ବ୍ୟକ୍ତିଗତ ମତ କହି ମନ୍ତ୍ରୀ ଅତନୁ ସୌମ୍ୟଙ୍କୁ ଘେରିଛନ୍ତି। ହେଲେ ପାଲଟା ଜବାବରେ ଆଜି ସିଧା ନାଁ ନେଇ ନବୀନଙ୍କୁ ବି ନିଶାନା କରିଛନ୍ତି ସୌମ୍ୟ।

author-image
Manoranjan Behera

ବିଜେଡିକୁ ନାକେଦମ୍ କଲେଣି ବିଧାୟକ ସୌମ୍ୟ ପଟ୍ଟନାୟକ। କଣ୍ଟା ଏମିତି ଲାଗିଛି ଯେ, ନା ଦଳ ଢୋକି ପାରୁଛି ନା ବାହାର କରି ପାରୁଛି। ଅନୁଭବଙ୍କ ପରେ କାଲି ଅରୁଣ ଓ ଆଜି ନିଜ ବ୍ୟକ୍ତିଗତ ମତ କହି ମନ୍ତ୍ରୀ ଅତନୁ ସୌମ୍ୟଙ୍କୁ ଘେରିଛନ୍ତି। ହେଲେ ପାଲଟା ଜବାବରେ ଆଜି ସିଧା ନାଁ ନେଇ ନବୀନଙ୍କୁ ବି ନିଶାନା କରିଛନ୍ତି ସୌମ୍ୟ।

Advertisment
BJD Soumya Ranjan Patnaik
Advertisment
Advertisment