bjp
ୱାର୍ଡ ବୁଲିଲେ ବିଧାୟକ । ଚିହିଁକି ଉଠିଲା ବିଜେଡି । ବିଜେଡି କାମକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ । ଦୁଇ ଦଳ ହେଲେ ମୁହାଁମୁହିଁ । ବର୍ଷା ଋତୁ ପୂର୍ବରୁ ସହରର ବିଭିନ୍ନ ନାଳ ନର୍ଦ୍ଦମାର ସଫେଇ ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ଦିନ ବିଧାୟକ ଟଙ୍କଧର ତ୍ରିପାଠୀ ସହରର ବିଭିନ୍ନ ୱାର୍ଡ ବୁଲି ନାଳ ନର୍ଦ୍ଦମା ଜଳ ନିଷ୍କାସନ ପ୍ରକ୍ରିୟାକୁ ଦେଖିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)