Bank Mitra Suspended
ପାଣ୍ଡିଆନଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଚାରିପାଞ୍ଜିରୁ ଗଲ । କିଛି ଏଭଳି ଘଟିଛି ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ବ୍ୟାଙ୍କ ମିତ୍ର ଥିବା ଭାରତୀ ସିଂଙ୍କ କ୍ଷେତ୍ରରେ । ଦୀର୍ଘ 4 ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିବା ଭାରତୀ, ଆନ୍ଦୋଳନରେ ବ୍ୟବସ୍ଥା ଓ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଆଉ ସେଥିପାଇଁ ଭିନ୍ନ ଆଳ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)