Odisha Politics, BJD
ନିର୍ବାଚନକୁ ବର୍ଷେରୁ କମ୍ ସମୟ। ହେଲେ ବିଜେଡିକୁ ଘାରିଛି ସଂଗଠନ ଚିନ୍ତା। ବିଜେପିର ଦବଦବା ଥିବା ନିର୍ବାଚନ ମଣ୍ଡଳୀକୁ ଦଖଲ ପାଇଁ ସଂଗଠନ ସୁଦୃଢର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଦଳ ଦାଗୀ ମନ୍ତ୍ରୀଙ୍କୁ ଟିମ୍ରୁ କାଢି ଅଭିଜ୍ଞଙ୍କୁ ଦାୟିତ୍ୱ ଦେଇଛି। ତେବେ ତିନି ନୂଆ ମନ୍ତ୍ରୀଙ୍କ ପାଇଁ ବିଭାଗୀୟ କାମ ଚାଲେଞ୍ଜ ଯେତିକି, ସଂଗଠନ ଦାୟିତ୍ୱ ବି ସେତିକି। ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ ଆଉ ନୂଆ ଚାଲେଞ୍ଜ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)