Advertisment

ବାରିପଦାରୁ ୧୭ କିମି.. ଥରେ ଗଲେ ଆଉ ଫେରିବାକୁ ଇଚ୍ଛା ହେବନି..

ସହରରୁ ୧୭ କି.ମି. ଦୂରକୁ ଗଲେ ଆପଣ ଏହି ଜାଗାରେ ପହଞ୍ଚିଯିବେ.. ଯେଉଁଠି ଥିବ ଝରଣାର କୁଳୁ କୁଳୁ ନାଦ.. ଉପରୁ ପାଣି ଖସିପଡୁଥିବାର ଶବ୍ଦ.. ଥଣ୍ଡା ଥଣ୍ଡା ପବନ.. ଆଉ ଅପୂର୍ବ ଶାନ୍ତି.. ଏଇଠି କିଛି କ୍ଷଣ ବିତାଇଲେ ଜୀବନକୁ ଜୀଇଁଗଲା ଭଳି ଅନୁଭୂତି ସାଉଁଟିଯିବେ ନିଶ୍ଚୟ…

author-image
Rajalaxmi Sahoo