Advertisment

Vigilance Catches Two Engineers: ୨ ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ନେଉଥିଲେ ୬୦ ହଜାର ଲାଞ୍ଚ...

ଧରାପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀ ଗିରଫ ହୋଇଛନ୍ତି । ଗିରଫ ଯନ୍ତ୍ରୀ ହେଲେ SDO ହରେକୃଷ୍ଣ ସିଂହ ଓ JE ସୁବ୍ରତ ମହାନ୍ତି ଗିରଫ ।

Vigilance Catches Two Engineers

Vigilance Catches Two Engineers Photograph: (OTV)

Advertisment

ଧରାପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ । ୨ ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀ ଗିରଫ ହୋଇଛନ୍ତି । ଗିରଫ ଯନ୍ତ୍ରୀ ହେଲେ SDO ହରେକୃଷ୍ଣ ସିଂହ ଓ JE ସୁବ୍ରତ ମହାନ୍ତି ଗିରଫ । ୪୨ ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ । 

Advertisment

ଗତକାଲି ଲାଞ୍ଚ ନେଇ ବନ୍ଧା ହୋଇଥିଲେ ଥାନା ବାବୁ। କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ଭୁବନେଶ୍ୱର ରାଜମହଲ ଛକରୁ ବିଜୟଙ୍କୁ ଗିରଫ କରାଯାଇଥିଲା। ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାର୍ଟରରୁ ଯାଞ୍ଚ ବେଳେ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିଲା।

ଦେଖନ୍ତୁ ଭିଡିଓ: 

Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ