Advertisment

BJP Leadership Guidance in Puri: ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର: ଅହଂକାର ଛାଡ଼...

ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ।

Advertisment

ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ। କହିଲେ କ୍ୟାମେରା ଲେନ୍ସ ପାଖକୁ ଯାଅନି, ଏମିତି କାମ କର ଯେମିତି ତୁମ ପାଖକୁ ଲେନ୍ସ ଆସିବ। ତିନି ଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଆଜି ନଡ୍ଡାଙ୍କ ସହ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ବି. ସତୀଶ ଏବଂ ସାଂସଦ ସମ୍ବିତ ପାତ୍ର ମଧ୍ୟ ସେସନ୍ ନେଇଥିଲେ।

Advertisment
Puri BJP JP Nadda Odisha BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ