Advertisment

ଆଉ ଲବି ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ କମିଶନରେଟ୍ ପୋଲିସରେ ରହିବେ ଅଫିସର

କମିଶନରେଟ୍ ପୋଲିସର ନୂଆ ମୁଖିଆ ଭାବେ ଦାୟିତ୍ୱ ନେବାର ଦିନକ ପରେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏମିତି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

ଆଉ ଲବି ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ କମିଶନରେଟ୍ ପୋଲିସରେ ରହିବେ ଅଫିସର । ଲୋକଙ୍କୁ ଉତ୍ତମ ବ୍ୟବହାର ଓ ନ୍ୟାୟ ଦେବା ହେବ ଅଫିସରଙ୍କ ଦକ୍ଷତାର ମାପକାଠି । କମିଶନରେଟ୍ ପୋଲିସର ନୂଆ ମୁଖିଆ ଭାବେ ଦାୟିତ୍ୱ ନେବାର ଦିନକ ପରେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏମିତି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

Advertisment
Advertisment
Advertisment