Advertisment

ବସକୁ ୧୨ ଲକ୍ଷର ଫାଇନ୍

ବସକୁ ୧୨ ଲକ୍ଷର ଫାଇନ୍ । ବଡ଼ ନିୟମ ଖିଲାପକୁ ବଡ଼ ତଣ୍ଡ । ଏକାଥରେ ଗଣିବେ ୧୨ ଲକ୍ଷ ୯୨ ହଜାର ୯୦୯ ଟଙ୍କା । ଏମିତି କିଛି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣି ଏକ ଘରୋଇ ବସ୍ କୁ ମୋଟା ଅଙ୍କର ଫାଇନ କରିଛି ପରିବହନ ବିଭାଗ ।

author-image
Tapan Kumar Swain