Advertisment

ଖୁସିରେ ଫାଟି ପଡୁଛି ଗାଁ

ଗାଁ ଦାଣ୍ଡରେ ପୁଚି, ଗାଁ ଦାଣ୍ଡରେ ହୁଳହୁଳି । ଆଉ ଗାଁ ଦାଣ୍ଡରେ ଶୁଭୁଛି ସେ ପୁରୁଣା ଦିନପରି କୋଳାହଳ । ବର ଗଛର ଡାଳରେ ଦୋଳି ଝୁଲୁଛି । ଆଉ ଏ ଗାଁର ପୁରୁଷଙ୍କ ଠାରୁ ଆରମ୍ଭ କରି ଝିଅ ବୋହୂ ଏବଂ ବରିଷ୍ଠ ବ୍ୟକ୍ତିମାନେ ପାଳିଛନ୍ତି ରଜ ।

author-image
Tapaswini Nayak

Festivals
Advertisment
Advertisment