ଜିନତ୍ ପରେ ଯମୁନା ପାର୍
ମହାବଳ ବଂଶ ବଢ଼ାଇବାକୁ ଶିମିଳିପାଳ ଆସିଥିଲେ ବାଘୁଣୀ ଯମୁନା ଆଉ ଜିନତ୍ । କିନ୍ତୁ ଜିନତ୍ ଏବେ ଝାଡ଼ଖଣ୍ଡରେ, ଆଉ ଯମୁନା କୁଲଡ଼ିହାରେ। ଏମିତିକି ଜିନତ୍ ୪ ଦିନ ହେଲା ନ ଖାଇ ଦୁର୍ବଳ ହୋଇଯାଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ଏମିତି ସ୍ଥିତିରେ ମହାରାଷ୍ଟ୍ରରୁ ଆସିଥିବା ଏ ଦୁଇ ବାଘୁଣୀ ଆଗକୁ ଶିମିଳିପାଳ ଫେରିବେ ନା ନାହିଁ, ତା’କୁ ନେଇ ଦେଖାଦେଲାଣି ଆଶଙ୍କା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)