Jajpur
ଏ ସାଜସଜା, ରୋଶଣୀ ଶୋଭାଯାତ୍ରା କେଉଁ ରାଜନେତାଙ୍କ ପାଇଁ ନୁହେଁ, ବରଂ ଜଣେ ଶିକ୍ଷକଙ୍କ ପାଇଁ। ଗ୍ରାମବାସୀଙ୍କ ଏ ଆନ୍ତରିକତା, ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଶିକ୍ଷକଙ୍କ ବିଦାୟୀକୁ ସ୍ମରଣୀୟ ରଖିବାର ପ୍ରୟାସ ହିଁ ବଖାଣୁଛି ସେ ଗୁରୁ କେତେ ମହାନ ଥିଲେ। ସେ କେବଳ ଯେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ ତାହା ନୁହେଁ, ଗ୍ରାମବାସୀଙ୍କ ସହ ମଧ୍ୟ ସୌହାର୍ଦ୍ଧ୍ୟପୂର୍ଣ୍ଣ ବ୍ୟବହାର ରଖିଥିଲେ ଏ ଦୃଶ୍ୟ ତାହା ବଖାଣୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)