Advertisment

ହଷ୍ଟେଲ ଭିତରେ ମଦ ବୋତଲ କାଚ ଗ୍ଲାସ୍ ଆଉ ଚାଖଣା ପାଇଁ...

ବାଣୀବିହାର ହଷ୍ଟେଲ ଭିତରୁ ଆସିଲା ରୋଚକ ଦୃଶ୍ୟ... ରୁମରେ ଥୁଆ ହୋଇଛି ମଦ ବୋତଲ, କାଚ ଗ୍ଲାସ୍ , ଚାଖଣା ପ୍ରସ୍ତୁତ ଲାଗି ହିଟର୍ ଆଉ କଡ଼େଇ ସହ ଅନ୍ୟାନ୍ୟ ସାମଗ୍ରୀ ରେଡି। ପାଠ ପଢ଼ା ନୁହେଁ ତ ଏଇଟି ଫୁଲ୍ ଗମାତ ଚାଲିଥିଲା।

author-image
Tapan Kumar Swain