Advertisment

ବଂଶ ଉଜାଡ଼ିଲା ବିଷଧର ସାପ ଶୋଇଥିଲେ ଆଉ ଉଠିଲେନି

ଦୁଇ ଦୁଇଟା ଛୁଆକୁ ହରାଇ ନିସ୍ତବ୍ଧ ହୋଇଯାଇଛି ମା’। ବାପା ପାଟିରୁ ବି ଶବ୍ଦଟିଏ ବାହାରୁନି। କାରଣ କାଲି ପରିବାର ପାଇଁ ଥିଲା କାଳ ରାତି। ଆଉ କାଳ ସାଜି ଆସିଥିଲା ବିଷଧର ସାପ। କେହି ଦେଖିନଥିଲେ କେହିବି ଜାଣି ନଥିଲେ। ଭୋରୁ ଭୋରୁ ୧୧ ବର୍ଷର ଝିଅ କହିଲା ମୁଁ ମରିଯିବି।

author-image
Tapan Kumar Swain